Jump to content

ବିଚିତ୍ର ବୀର୍ଯ୍ୟ

ଉଇକିଅଭିଧାନ‌ରୁ

ବିଚିତ୍ର ବୀର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବିଚିତ୍ର=ବିସ୍ମୟକର+ବୀର୍ଯ୍ୟ= ବୀରତ୍ୱ ଯାହାର)

[ସମ୍ପାଦନା]

ଅଦ୍ଭୁତପରାକ୍ରମଶାଳୀ — of wonderful prowess.

ବିଶେଷ୍ୟ -

[ସମ୍ପାଦନା]

(ନାମ) ଚନ୍ଦ୍ରବଂଶୀୟ ରାଜା ଶାନ୍ତନୁଙ୍କ ଔରସରେ ସତ୍ୟବତୀଙ୍କ ଗର୍ଭଜାତ ଏକ ପୁତ୍ର —

A son of Raja Sāntanu by Satyabatī of the Lunar dynasty of ancient India.

[ଦ୍ରଷ୍ଟବ୍ୟ — ଚନ୍ଦ୍ରବଂଶୀୟ ରାଜା ଶାନ୍ତନୁଙ୍କ ଔରସରେ ସତ୍ୟବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ର ବୀର୍ଯ୍ୟ ଜାତ ହୋଇଥିଲେ ଚିତ୍ରାଙ୍ଗଦ କୁମାର ଅବସ୍ଥାରେ ଏକ ଗନ୍ଧର୍ବଦ୍ୱାରା ହତ ହୋଇଥିଲେ ବିଚିତ୍ର ବୀର୍ଯ୍ୟ ଶାନ୍ତଲୁଙ୍କ ପରେ ରାଜା ହେଲେ ସେ କାଶୀରାଜାଙ୍କ ଦୁଇ କନ୍ୟା ଅମ୍ୱିକା ଓ ଅମ୍ୱାଳିକାଙ୍କୁ ବିବାହ କରିଥିଲେ କିନ୍ତୁ ନିଃସନ୍ତାନ ଅବସ୍ଥାରେ ବିଚିତ୍ରବୀର୍ଯ୍ୟଙ୍କର ମୃତ୍ୟୁ ହେବାରୁ ସତ୍ୟବତୀଙ୍କର ଆଦେଶ କ୍ରମେ ତାଙ୍କ କାନୀନ ପୂତ୍ର ବ୍ୟାସଦେବଙ୍କ ଔରସରେ ବଚିତ୍ର— ବୀର୍ଯ୍ୟଙ୍କ ବିଧବା ସ୍ତ୍ରୀଦ୍ୱୟଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁ ଜାତ ହେଲେ ଓ ବିଧବା ଦାସୀ ଗର୍ଭରୁ ବିଦୁର ଜାତ ହେଲେ ]