ବିଚିତ୍ର ରାମାୟଣ
କବି ବିଶ୍ୱନାଥ ଖୁଣ୍ଟିଆଙ୍କ କୃତି ଓଡ଼ିଆ ଛାନ୍ଦ ରାମାୟଣବିଶେଷ —The title of an Oriya metrical Rāmāyaṇa composed by poet Biṡwanātha Khuṇṭiā.