Jump to content

ବିଚିତ୍ର ଲକ୍ଷଣା

ଉଇକିଅଭିଧାନ‌ରୁ

ବିଚିତ୍ର ଲକ୍ଷଣା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାକ୍ୟାଳଙ୍କାରବିଶେଷ —A flgure of speech.

[ଦ୍ରଷ୍ଟବ୍ୟ —ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣିର ନିମ୍ନଲିଖିତ ପଦ ଗୁଡ଼ିକ ବିଚିତ୍ର ଲକ୍ଷଣାଯୁକ୍ତ ଅଟେ ଯଥା—ଆସ୍ୟ କଞେ ବସାନେତ୍ର ଖଞରୀଟ ଯୁଗ, ଦେଖି ଭାଳେ ଅଙ୍ଗଦେଶ ହେବ କି ମୋ ଭୋଗ ଘଞ ଉରଚ୍ଚ ବସତି ତହିଁରେ ତ ଭାବିଶେଷ୍ୟ - ଗଉରୀ ପ୍ରସନ୍ନେ ଶିରୀଭୋଗୀକି ନୋହିବି]