Jump to content

ବିଚିନ୍ତ୍ୟମାନ

ଉଇକିଅଭିଧାନ‌ରୁ

ବିଚିନ୍ତ୍ୟମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ଚିନ୍ତ୍ ଧାତୁ ଣିଚ ଚିନ୍ତି= ଭାବନା+ କର୍ମ. ଆନ)

[ସମ୍ପାଦନା]
୧. ଯାହା ଭାବନା କରାଯାଉ ଥାଏ; ଚିନ୍ତାର ବିଷ୍ମୟୀଭୂତ —୧. Which is being thought over.
୨. ବିବେଚନାଧୀନ —୨. Subject to consideration.