Jump to content

ବିଚେତନ

ଉଇକିଅଭିଧାନ‌ରୁ

ବିଚେତନ

ଉଚ୍ଚାରଣ

[ସମ୍ପାଦନା]
(ବିବେତନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବ୍ରହୁବ୍ରୀହି;ବି= ବିଗତ, ନାହିଁ+ଚେତନା)

[ସମ୍ପାଦନା]
୧. ଚୈତନ୍ୟହୀନ; ସଂଜ୍ଞାଶୂନ୍ୟ; ବେହୋସ୍ — ୧. Unconscious.
୨. ଅଚେତନା — ୨. Inanimate.
୩. (ବି=ବିଶିଷ୍ଟ+ଚେତନା ଯାହାର)—ସଚେତନ; ସଜାଗ —୩. Animate; fully conscious.

ବି—(କର୍ମଧା;ବି= ବିଶିଷ୍ଟ+ଚେତନା)

[ସମ୍ପାଦନା]

ବିଶିଷ୍ଟ ଜ୍ଞାନ —Special or intimate or thorough knowledge.