Jump to content

ବିଚେତାଃ

ଉଇକିଅଭିଧାନ‌ରୁ

ବିଚେତାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଚେତସ୍; ବିଚେତସ୍ ୧ମା ୧ଫ; ବି= ବିପରୀତ; ବିମୁଖ ହୋଇଅଛି ଚେତସ୍= ମନ ଯାହାର)

[ସମ୍ପାଦନା]
୧. ଉଦ୍ଦିଗ୍ନ — ୧. Uneasy; agitated; bewildered; distracted.
୨. ବିମନା; ଅସୁଖୀ — ୨. Unhappy; miserable.
୩. ଅଜ୍ଞ —୩. Ignorant.
୪. ଦୁଷ୍ଟ (ହିନ୍ଦୀ - ଶ.) — ୪. Wicked.