Jump to content

ବିଚେଷ୍ଟ

ଉଇକିଅଭିଧାନ‌ରୁ

ବିଚେଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ବିଚେଷ୍ଟା—ସ୍ତ୍ରୀ) 

(ବିଚେଷ୍ଟତା—ବି)

ସଂସ୍କୃତ - ବିଶେଷଣ - ପୁଂ—(ବି+ଚେଷ୍ଟା, ବହୁବ୍ରୀହି)

[ସମ୍ପାଦନା]
୧. ବେହୋସ; ଚୈତନ୍ୟ ରହିତ —୧. Unconscious.
୨. ହସ୍ତ ପଦାଦି ଚାଳନରେ ଅକ୍ଷମ —୨. Unable to move one's limb's.
୩. ନିଶ୍ଚେଷ୍ଟ — ୩. Devoid of exertion.