ବିଚେଷ୍ଟିତ
ଦେଖଣା
ବିଚେଷ୍ଟିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବି+ଚେଷ୍ଟା ଧାତୁ+ଭାବ. ତ)
[ସମ୍ପାଦନା]- ୧. ବ୍ୟାପାର;କ୍ରିୟା — ୧. Action; affair; act; deed.
- ୨. ବିଶେଷ ଚେଷ୍ଟା —୨. Special effort.
- ୩. ଭୂଇଁରେ ବାଡ଼େଇ କଚାଡ଼ି ହେବା — ୩. Act of striking the limbs on the ground.
ବିଶେଷଣ -
[ସମ୍ପାଦନା]- ୧. ଚେଷ୍ଟାବିହୀନ —୧. Effortless.
- ୨. ଅନ୍ୱେଷିତ —୨. Sought after.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆଚରଣ — Conduct; dealing.
[ଉ—ଭୋ ନାଥ ତୋର ବିଚେଷ୍ଟିତ, ବିଶ୍ୱ ସଂସାରେ ବିପରୀତ ଜଗନ୍ନାଥ. ଭାଗବତ]