Jump to content

ବିଚ୍ଛର୍ଦ୍ଦକ

ଉଇକିଅଭିଧାନ‌ରୁ

ବିଚ୍ଛର୍ଦ୍ଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଛନ୍ଦ୍ ଧାତୁ= ଇଚ୍ଛା କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଉପର୍ଯ୍ୟପରି ନିର୍ମିତଦେବାଳୟବିଶେଷ — ୧. A sort of temple; pagoda.
୨. ପ୍ରାସାଦ (ହିନ୍ଦୀ - ଶ.) — ୨. Mansion.



ବିଚ୍ଛର୍ଦ୍ଦକ

ଉଚ୍ଚାରଣ

[ସମ୍ପାଦନା]

(ବିଚ୍ଛର୍ଦ୍ଦିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବି+ଛର୍ଦ୍ଦ+କ)

[ସମ୍ପାଦନା]

ବମନ (ହିନ୍ଦୀ - ଶ.) — Vomiting.