ବିଚ୍ଛାୟ
ଦେଖଣା
ବିଚ୍ଛାୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି=ପକ୍ଷୀ+ଛାୟା)
[ସମ୍ପାଦନା]- ୧. ପକ୍ଷାଚ୍ଛାୟା; ପକ୍ଷୀ ଇଡ଼ିଗଲାବେଳେ ଭୂମିରେ ଯେଉଁ ଛାଇ ପଡ଼େ — ୧. The shade of a flying bird appearing on the ground.
- ୨. (ବି=ଅଭାବ+ଛାୟା) ଛାୟାର ଅଭାବ —୨. Want of shade.
- ୩. [ ବି=ବିଶିଷ୍ଟ +ଛାୟା+କାନ୍ତି) ମଣି —୩. A gem.
ବିଣ—(ବି=ଅଭାବ+ଛାୟା)
[ସମ୍ପାଦନା]- ୧. ଛାୟାରହିତ —୧. Shadless; destitute of shadow.
- ୨. ଯେଉଁ ବସ୍ତୁର ବା ପ୍ରାଣୀର ଛାୟା ପଡେ ନାହିଁ; (ଯଥା—ଦେବତା ,ଦାନବ, ଭୂତ, ପ୍ରେତ) —୨. Casting no shadow.