Jump to content

ବିଚ୍ଛିନ୍ନ

ଉଇକିଅଭିଧାନ‌ରୁ

ବିଚ୍ଛିନ୍ନ

ଉଚ୍ଚାରଣ

[ସମ୍ପାଦନା]
(ବିଚ୍ଛିନ୍ନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ ଛିଦ ଧାତୁ+କର୍ମ. ତ)

[ସମ୍ପାଦନା]
୧. ବିଯୁକ୍ତ — ୧. Separated.
୨. ବିଭିନ୍ନ; ପୃଥକ୍କୃତ — ୨. Separated; severed
୩. ବିନଷ୍ଟ — ୩. Destroyed.
୪. ଛିଣ୍ତା ହୋଇଥିବା —୪. Torn.

[ ଦ୍ର—ଏହି ଶବ୍ଦ ଛିନ୍ନ ଶବ୍ଦ ସହିତ ସହଚରରୂପେ ବ୍ୟବହୃତ ହୁଏ ]

୫. ଯାହାର ଅନ୍ତ ହୋଇଅଛି (ହିନ୍ଦୀ - ଶ.) —୫. Finished.
୬. କୁଟିଳ (ହିନ୍ଦୀ - ଶ.) —୬. Tortuous.