ବିଚ୍ଛିର୍ତ୍ତି
ଦେଖଣା
ବିଚ୍ଛିର୍ତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଛଦ୍ ଧାତୁ=ଛେଦନ କରିବା+ଭାବ. ତି)
[ସମ୍ପାଦନା]- ୧. ବିଚ୍ଛେଦ —୧. Separation;
- ୨. ବିନାଶ — ୨. Destruction.
- ୩. ବୈଚିତ୍ୟ୍ର —୩. Wonder-fulness.
- ୪. କାଟିକରି ଅଲଗା କରିବା —୪. Severance.
- ୫. କମତି; ତୃଟି (ହ. ଶ.) —୫. Loss.
- ୬. (+କର୍ମ. ତ) କଣ୍ଠହାର —୬. Necklace.
- ୭. ସ୍ତ୍ରୀଜନଙ୍କ ଶୋଭନ କେଶରଚନା ଓ ଅଙ୍ଗରଞ୍ଜନାଦି କାର୍ଯ୍ୟ —୭. Toilette of a lady.
- ୮. କବିତାର ଯତି(ହ. ଶ.) —୮. Harmonic pause in metre.
- ୯. ଏକପ୍ରକାର ହାବ, ଯହିଁରେ ସ୍ତ୍ରୀ ସାମାନ୍ୟ ଶୃଙ୍ଗାରରେ ପୁରୁଷକୁ ମୋହିତ କରିବାକୁ ଚେଷ୍ଟା କରେ (ହିନ୍ଦୀ - ଶ.) —୯. A kind of amorous dalliance on the part of a woman who by a little equipment tries to charm a male.