Jump to content

ବିଚ୍ଛୁ

ଉଇକିଅଭିଧାନ‌ରୁ

ବିଚ୍ଛୁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ବୃଶ୍ଚିକ; ତୁଳ ହିନ୍ଦୀ - ବିଚ୍ଛୁ)

[ସମ୍ପାଦନା]

କଙ୍କଡ଼ା ବିଛା —Scorpion.

ଦେଶଜ - ବିଶେଷଣ -

[ସମ୍ପାଦନା]

ବିରକ୍ତ —Vexed.

(ଯଥା—ମୋ ମନ ବିଛୁ ହୋଇ ଗଲାଣି)