Jump to content

ବିଚ୍ଛୂରିତ

ଉଇକିଅଭିଧାନ‌ରୁ

ବିଚ୍ଛୂରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ(ବି+ଛୁର ଧାତୁ=ଛେଦନ ବା ରଞ୍ଜନ+କର୍ମ.ତ)

[ସମ୍ପାଦନା]
୧. ଅନୁଲିପ୍ତ —୧. Annointed.
୨. ଅନୁରଞ୍ଜିତ —୨. Painted.
୩. ବିକୀର୍ଣ୍ଣ; ଖେଳଇ ହୋଇ ପଡ଼ିବା —୩. Scattered about; suffused; diffused.