Jump to content

ବିଚ୍ଛେଦ

ଉଇକିଅଭିଧାନ‌ରୁ

ବିଚ୍ଛେଦ

ଉଚ୍ଚାରଣ

[ସମ୍ପାଦନା]

ବିଚ୍ଛେଦିତ, ବିଚ୍ଛେଦ୍ୟବିଣ

  • (file)

ସଂସ୍କୃତ - ବିଶେଷ୍ୟ - (ବି+ଛିଦ୍ ଧାତୁ+ ଭାବ. ଅ)

[ସମ୍ପାଦନା]
୧. ବିରହ; ଛଡାଛଡ଼ି —୧, Separation.
୨. ପାର୍ଥକ୍ୟ; ପ୍ରଭେଦ —୨, Difference.
୩. ବିୟୋଗ —୩. Disjunction; disunion.
୪. ବିଭାଗ —୪. Division or chapter of a book.
୫. ପୁସ୍ତକର ବିଭାଗ ବା ପରିଛେଦ — ୫. Division or chapter of a book.
୬. ଖଣ୍ତ —୬. A piece.
୭. ପ୍ରଣୟୀ ପ୍ରଣୟିନୀ ବା ସ୍ୱାମୀ ସ୍ତ୍ରୀ ବା ବନ୍ଧୁମାନଙ୍କର ପରସ୍ପର ପରସ୍ପରଠାରୁ ଭିନ୍ନ ଭିନ୍ନ ହୋଇ ରହିବା; ବିରହ —୭. Separation between friends or a couple.
୮. ବିରାମ —୮. Intermission.
୯. କାଟି କରି ଅଲଗା କରିବା —୯. Severance.
୧. ନାଶ —୧୦. Loss.
୧୧. ଦୁଇବସ୍ତୁ ମଝିରେ ଥିବା ଖାଲି ସ୍ଥାନ; ବ୍ୟବଧାନ (ହିଂ ଶ) —୧୧. Interval; space between two things.
୧୨. କବିତାରେ ଯତି (ହ. ଶ.) — ୧୨. Harmonic pause in metre.
୧୩. କ୍ରମଭଙ୍ଗ (ହିନ୍ଦୀ - ଶ.) —୧୩. Breack of continuity.