Jump to content

ବିଚ୍ଛେଦକ

ଉଇକିଅଭିଧାନ‌ରୁ

ବିଚ୍ଛେଦକ

ଉଚ୍ଚାରଣ

[ସମ୍ପାଦନା]
(ବିଚ୍ଛେଦକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ଛିଦ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ପୃଥକକାରୀ —Separating

[ ଉ—ମୁଁ ସୁନାରୀ ଲୋଭୀ ଦକ ଦକ ଯେ ଭଞ୍ଜ.ବୈଦେହୀଶବିଳାସ ]