Jump to content

ବିଚ୍ଛେଦନ

ଉଇକିଅଭିଧାନ‌ରୁ

ବିଚ୍ଛେଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଛେଦନ)

[ସମ୍ପାଦନା]
୧. ଭଞ୍ଜନ; ଦୂରୀକରଣ —୧. Removal; breaking.

[ ଉ—ବିଚ୍ଛେଦନ କଲା ମୋ ଚିତ୍ତ ସଂଶୟ ଭଞ୍ଜ. ବୈଦେହୀଶ— ବିଳାସ ]

୨. ନଷ୍ଟକରଣ —୨. Destruction
୩. ପୃଥକ୍କରଣ —୩. Severing; separating.