Jump to content

ବିଚ୍ଛେଦାଇବା

ଉଇକିଅଭିଧାନ‌ରୁ

ବିଚ୍ଛେଦାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - (ପଦ୍ୟ)କ୍ରିୟାପଦ -

[ସମ୍ପାଦନା]

(ବିଚ୍ଛେଦିବା କ୍ରିୟାର ଣିଜନ୍ତ— ରୂପ —The causative from of Bichchhedibā.)—

ଅନ୍ୟଦ୍ୱାରା ବିଚ୍ଛେଦ କ୍ରିୟା କରାଇବା —To cause separation by another.

[ଉ—ବିଚ୍ଛେଦାଇଲେ ତମ ବିଶ୍ୱ ଉତ୍ତମ ଏ ଭ଼ଞ୍ଜ. ବୈଦେହୀଶବିଳାସ ]