ବିଚ୍ଛେଦିବା
ଦେଖଣା
ବିଚ୍ଛେଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ)କ୍ରିୟାପଦ -
[ସମ୍ପାଦନା]କାଟିବା; ଚ୍ଛେଦନ କରିବା —To cut; to fell down.
[ ଉ—ବିଶାଳ ତୁଙ୍ଗ ଶାଳ ମହୀରୁହ, ବିଚ୍ଛେଦିଲା ପ୍ରାୟେ ପଡିଲା ଦେହ ଭଞ୍ଜ. ବୈଦେହୀଶବିଳାସ ]
ବିଚ୍ଛେଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ବିଚ୍ଛେଦନ)
[ସମ୍ପାଦନା]- ୧. ଛେଦନ କରିବା; କାଟି ପକାଇବା —୧. To cut; cut down.
(ଉ—ବିଚ୍ଛେଦି ପକାଇଲେ ଶିଶୁପାଳ ଶିର କୃଷ୍ଣସିଂହ. ମହାଭାରତ. ସଭା)
- ୨. ବିଚ୍ଛେଦ ଘଟାଇବା —୨. To bring about separation.