Jump to content

ବିଚ୍ଛେଦୀ

ଉଇକିଅଭିଧାନ‌ରୁ

ବିଚ୍ଛେଦୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ବିଚ୍ଛେଦିନୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଦୁଇ ବା ତତୋଧିକ ଖଣ୍ତରେ ହଣା ହୋଇ ଥିବା (ବ୍ୟକ୍ତି ବା ବସ୍ତୁ) —୧. (a person or Cut down into two or more pieces.
୨. ବିଯୋଗୀ; ବୀରହୀ —୨. Who is undergoing the pangs of separation.

[ ଉ—ବ୍ରହ୍ମପୁତ୍ରକୁ ଭିକ୍ଷିବା ଇଚ୍ଚା କଲେ, ବିଚ୍ଛେଦୀ ହୋଇଥିଲା ଜନେ ଭଞ୍ଜ. ବୈଦେହୀଶବିଳାସ ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେ ବିଚ୍ଛେଦ ଘଟାଏ [ହିନ୍ଦୀ - ଶ.] —Causing sepa! ration or severance.