Jump to content

ବିଚୟ

ଉଇକିଅଭିଧାନ‌ରୁ

ବିଚୟ

ଉଚ୍ଚାରଣ

[ସମ୍ପାଦନା]

(ବିଚୟନ, ବିଚିକି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବି+ଚୟ)

[ସମ୍ପାଦନା]
୧. ସଂଗ୍ରହକରଣ; ଏକତ୍ରୀକରଣ — ୧. Gathering; collecting,
୨. ଅନ୍ନେଷଣ; ଖୋଜିବା —୨. Searching; seking,
୩. ଅନୁସନ୍ଧାନ —୩. Investigating.