Jump to content

ବିଛଉଣି

ଉଇକିଅଭିଧାନ‌ରୁ

ବିଛଉଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିସ୍ତରଣ)

[ସମ୍ପାଦନା]
୧. ବିଛାଣି; ବିଛାଇବା ବା ବିସ୍ତାରିତ କରିବା କର୍ମ —୧. Act of Spreading out or Approtioning.
୨. ବଣ୍ଟନ —୨. Distribution.
୩. ଜାହାଜର ବା ଡଙ୍ଗାର ତଳ ମହଲାରେ ରଖା ଯିବା ଜିନିସମାନ ତଳି ବାଟେ ଝରିବା ପାଣିରେ ଓଦା ନ ହେବା ପାଇଁ ଜାହାଜର ବା ଡଙ୍ଗାର ତଳିରେ ଯେଉଁ ବତା ବା ତଲେଇ ଆଦି ବିଛା ଯାଏ —୩, Long or stricks spread on the bottom of a boat or ship to prevant the articles kept there from being affected by the water accumulation in the hold.
୪. ଯେଉଁ ବସ୍ତୁ (ଯଥା—କୁଟା, ନଡ଼ା) ଭୂମିରେ ବା ଘରର ତଳିରେ ବିସୃତ କରା ଯାଏ —୪. Any thing spread on the ground or floor.