ବିଛଣା କରିବା
ଦେଖଣା
ବିଛଣା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଛଣା କରିବା
|
ବିଛଣା ପକା(କେ)ଇବା, ବିଛଣା ପାତିବା, ବିଛଣା ପାରିବା, ବିଛଣା ବିଛା(ଛେ)ଇବାଅନ୍ୟରୂପ
ଦେଶଜ - କ୍ରି.
[ସମ୍ପାଦନା]- ୧. ଶଯ୍ୟା ରଚନା କରିବା —୧. To make up a bad.
- ୨. ଭୂମିରେ ଶଯ୍ୟା ବିସ୍ତାର କରିବା —୨. To lay the bed.