ବିଛଣା ଧରିବା
ଦେଖଣା
ବିଛଣା ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଛଣା ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶୋଇବା ନିମନ୍ତେ ଶଯ୍ୟାକୁ ଆଶ୍ରୟ କରିବା —୧. To take to bad.
- ୨. ଶୋଇବା —୨. To sleep.
- ୩. (ରୋଗୀ) ପୀଡ଼ାତିଶଯ୍ୟ ଯୋଗୁ ଶଯ୍ୟାଶାୟୀ ହେବା — ୩. To be bedridden; to be confined to one's bed.