Jump to content

ବିଛଣା ମାଡିବା

ଉଇକିଅଭିଧାନ‌ରୁ

ବିଛଣା ମାଡିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବିଛଣା ଛୁଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅଳ୍ପକାଳ ପାଇଁ ବିଧିରକ୍ଷାର୍ଥ ଶଯ୍ୟାକୁ ସ୍ପର୍ଶ କରିବା —To touch the the bed.

[ ଦ୍ର—ବିବାହ ଦିନ ରାତ୍ରିରେ ବରକନ୍ୟାଙ୍କର ମଧୁଶଯ୍ୟାରେ ଏକତ୍ର ଶୟନ କରିବାର ବିଧି ଅଛି କିନ୍ତୁ ବିବାହ ବେଦିର କର୍ମାଦି ସମାସ୍ତ ହେଉଁ ହେଉଁ ଯେବେ ରାତି ଭୋର୍ ହୋଇଯାଏ ତେବେ ବିଧିରକ୍ଷାର୍ଥ ବରକନ୍ୟା ମଧୁଶଯ୍ୟାକୁ ନାମମାତ୍ର ଯାଇ ବିଛଣା ମାଡି ଆସନ୍ତି ]