ବିଛାଣି
ଦେଖଣା
ବିଛାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିସ୍ତାରଣ)
[ସମ୍ପାଦନା]- ୧. ବହୁ ଲୋକଙ୍କଠାରୁ ଆଦାୟ କରାଯିବା ଧନକୁ ଜଣଜଣଙ୍କଠାରୁ ଆଦାୟ କଲେ ଜଣଜଣକେ କେତେ ଦେୟ ହେବ ଏହା ସ୍ଥିର କରିବା — ୧. Apportionment of a big sum amongst individual payers.
- ୨. ବହୁଲୋକଙ୍କୁ ବାଣ୍ଟି ଦେବା; ବଣ୍ଟନ —୨. Distribution amongst many persons.
(ଉ—ଏହି ଲବଣର ମୁଲ୍ୟ ଅଡ଼ଙ୍ଗର ସମସ୍ତ ଚୁଲ୍ଲିଆଙ୍କୁ ବିଛାଣ କରିଦିଆଯାଏ—ଫକୀର ମୋହନ. ଗଳ୍ପସ୍ୱଳ୍ପ)
- ୩. ବିସ୍ତୃତ କରିବା କ୍ରିୟା — ୩. The act of spreading out or laying in layers.