Jump to content

ବିଛା କାମୁଡ଼ା

ଉଇକିଅଭିଧାନ‌ରୁ

ବିଛା କାମୁଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୃଶ୍ଚିକ ଦଂଶନ —The stinging of a scorpion.

[ ଦ୍ର—ବିଛାମାନେ ଲାଙ୍ଗୁଡ଼ର ନାହୁଡ଼ଦ୍ୱାରା ଲୋକଙ୍କୁ ଆଘାତ କରନ୍ତି କିନ୍ତୁ ଲୋକେ 'ବିଛା କାମୁଡିଲା' ବୋଲି କହନ୍ତି ବିଛା କାମୁଡାରେ ବିଶେଷ ଯନ୍ତ୍ରଣା ହୁଏ ଏଥିପାଇଁ ଲକ୍ଷଣାର୍ଥରେ ଗୁରୁତର ମାନସିକ ଯନ୍ତ୍ରଣା ହେଲେ ଲୋକେ କହନ୍ତି 'ତା ତାଳୁରେ ତିନ୍ତୁଳିଆବିଛା କାମୁଡ଼ୁଛି' ]