ବିଛା ମନ୍ତ୍ର
ଦେଖଣା
ବିଛା ମନ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଛା ମନ୍ତ୍ର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିଛା କାମୁଡ଼ାର ବିଷକୁ ଝାଡ଼ିବା ନିମନ୍ତେ ବ୍ୟବହୃତ ମନ୍ତ୍ର —Incantations used to cure scorpion-sting.
[ ଦ୍ର—ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରେଇବା—ନ୍ୟାୟ ଏହାର ତାତ୍ପର୍ଯ୍ୟ ଏହି ଯେ, ସହଜ କାର୍ଯ୍ୟ କରିବାର ବିଦ୍ୟା ବା ଶକ୍ତିନ ଥାଇ କଠିନ କାର୍ଯ୍ୟ କରିବାକୁ ଅଗ୍ରସର ହେବା ରୁପ ଦୁଃସାହସିକତା ]