Jump to content

ବିଛୁଆଁ

ଉଇକିଅଭିଧାନ‌ରୁ

ବିଛୁଆଁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ ହିନ୍ଦୀ - ଏହି ଅର୍ଥରେ ବିଛୁଆ)

[ସମ୍ପାଦନା]

ସ୍ତ୍ରୀମାନଙ୍କର ଗୋଡ଼ର ମଝି ଆଙ୍ଗୁଠିରେ ପିନ୍ଧିବା ଏକ ପ୍ରକାର ଝୁଣ୍ଟିଆ (ଏଥିର ଉପର ପାଖରେ ବିଛା ଆକୃତିର ଫୁଲ ବସାଯାଇ ଥାଏ) —A kind of ring worn on the middle finger of the leg.