ବିଛୁଆତି ଗୁଳି
ଦେଖଣା
ବିଛୁଆତି ଗୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଛୁଆତି ଗୁଳି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିଛୁଆତି ଗଛର ଗୋଲାକାର କଢ — The leaf-buds of stinging nettle.
[ ଦ୍ର—ରକ୍ତ ଗଡ଼ିଥିବା ଅଙ୍ଗରେ ଜଡ଼ା ତେଲ ଲଗାଇ ଏହାକୁ ମଡ଼ାଇ ଦେଲେ ରକ୍ତ ଶୁଖି ଯାଏ ଓ ଫୁଲା କମିଯାଏ ]