Jump to content

ବିଛୁଆତି ବାଇଢଙ୍କ

ଉଇକିଅଭିଧାନ‌ରୁ

ବିଛୁଆତି ବାଇଢଙ୍କ

ଉଚ୍ଚାରଣ

[ସମ୍ପାଦନା]

(ବାଇଢଙ୍କ ବିଛୁଆତି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]
୧. ଦୁଇଟି କଣ୍ତୁ ଉତ୍ପାଦକ ବସ୍ତୁ —୧. Two itching things.
୨. (ଲକ୍ଷଣାର୍ଥ) ଦୁଇ ଜଣ ଦୁଷ୍ଟ ବ୍ୟକ୍ତିଙ୍କର ମିଳନ — ୨. Combination of two equally wicked persons.