ବିଛେଇ
ଦେଖଣା
ବିଛେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିସ୍ତରଣ)
[ସମ୍ପାଦନା]- ୧. ବିଛାଣ; ଭୂମିରେ ଇଟା ବା ଗୋଡି ବା ଚୂନ ଆଦି ସ୍ତର ସ୍ତର କରି ବିସୃତ କରିବା କ୍ରିୟା —୧. The laying out of bricks, motar and metal on the surface of the ground.
- ୨. ଗୋଡ ଆଦି ଭୂମିରେ ବିଛାଇବା ନିମନ୍ତେ କାରିଗର ଆଦିଙ୍କୁ ଦିଆଯିବା ମୂଲ ବା ଖରଚା —୨. Cost or wages paid for the leying of bricks or metal on the ground.