Jump to content

ବିଛେଦିବା

ଉଇକିଅଭିଧାନ‌ରୁ

ବିଛେଦିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ବିଚ୍ଛେଦନ)

[ସମ୍ପାଦନା]
୧. ଛେଦନ କରିବା; କାଟି ପକାଇବା —୧. To cut; cut down.

(ଉ—ବିଚ୍ଛେଦି ପକାଇଲେ ଶିଶୁପାଳ ଶିର କୃଷ୍ଣସିଂହ. ମହାଭାରତ. ସଭା)

୨. ବିଚ୍ଛେଦ ଘଟାଇବା —୨. To bring about separation.