ବିଜଏ
ଦେଖଣା
ବିଜଏ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଜଏ
|
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ବିଜୟ)
[ସମ୍ପାଦନା]- ୧. ଅବସ୍ଥିତ —୧. Situated; placed; appearing.
- ୨. ଉପସ୍ଥିତ —୨. Present.
(ଉ—ପଥର ଶାଳଗ୍ରାମ ମୃର୍ତ୍ତି, ତହିଁ ବିଜଏ ଶିରୀପତି ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ)
- ୩. ଉପବିଷ୍ଟ —୩. Seated.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାଜା ଓ ଦେବତାଙ୍କର ଯାତ୍ରା ଆରମ୍ଭ — Starting in a journey of a Raja or Idol.