Jump to content

ବିଜନ୍ୟ

ଉଇକିଅଭିଧାନ‌ରୁ

ବିଜନ୍ୟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବିଜନିତା)

[ସମ୍ପାଦନା]

ଜାତ — Brought forth.

(ଉ—ବାସନ ଦିଗେ ଅଭ୍ରମୂ କରଣୀ ବିଜନ୍ୟ କଲା ରକ୍ତ ପିଣ୍ତ ଆଣି ଭଞ୍ଜ. ବୈଦେହୀଶବିଳାସ)