Jump to content

ବିଜର

ଉଇକିଅଭିଧାନ‌ରୁ

ବିଜର

ଉଚ୍ଚାରଣ

[ସମ୍ପାଦନା]
(ବିଜରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ଜରା+ଅ)

[ସମ୍ପାଦନା]
୧. ଜରାରାହିତ — ୧. Free from old age.
୨. ନୂଆ (ହିନ୍ଦୀ - ଶ.) —୨. New.