Jump to content

ବିଜାତ

ଉଇକିଅଭିଧାନ‌ରୁ

ବିଜାତ

ଉଚ୍ଚାରଣ

[ସମ୍ପାଦନା]

(ବିଜାତକ—ଅନ୍ୟରୂପ)

(ବିଜାତ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ଜାତ)

[ସମ୍ପାଦନା]
୧. ବିଜନ୍ମା; ଜାରଜ — ୧. Bastard.
୨. ନୀଚକୁଳୋତ୍ପନ୍ନ —୨. Baseborn.
୩. ବର୍ଣ୍ଣ ସଙ୍କର —୩. Of mixed descent.