ବିଜାତି
ଦେଖଣା
ବିଜାତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ବି+ଜାତି)
[ସମ୍ପାଦନା]- ୧. ବିଭିନ୍ନ ଜାତି —୧. A different caste.
- ୨. ବିଭିନ୍ନ ଶ୍ରେଣୀ —୨. Different class, kind or species.
- ୩. ନୀଚ ଜାତି — ୩. Low caste.
- ୪. ସଂସ୍କାରବିରହିତ ଜାତି; ଶୁଦ୍ର ଜାତି —୪. The Ṡūdra caste.
- ୫. ପକ୍ଷୀ ଜାତି — ୫. Bird species.
[ ଉ:—ବିଜାତି କେତେ ମାତ୍ରକ— ବେଳେ ବିତର୍କ ଯେ ଭଞ୍ଜ. ବୈଦେହୀଶବିଳାସ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଭିନ୍ନ ଜାତୀୟ (ହିନ୍ଦୀ - ଶ) —Of a different caste.
ଦେଶଜ - ବିଶେଷଣ -
[ସମ୍ପାଦନା]ଧୃଷ୍ଟ; ପ୍ରଗଲ୍ଭ —Audacious; rude; impolite; impudent.