Jump to content

ବିଜିଗ୍ରାହୟିଷୁ

ଉଇକିଅଭିଧାନ‌ରୁ

ବିଜିଗ୍ରାହୟିଷୁ

ଉଚ୍ଚାରଣ

[ସମ୍ପାଦନା]

(ବିଜିଗ୍ରାହୟିଷା—ବି)

ସଂସ୍କୃତ - ବିଣ—(ବି+ଗ୍ରହ୍ ଧାତୁ ଣିଚ୍; ଗ୍ରାହି ଧାତୁ+ ଇଚ୍ଛାର୍ଥେ ସନ୍+କର୍ତ୍ତୃ. ଉ)

[ସମ୍ପାଦନା]

ଅନ୍ୟମାନଙ୍କ ମଧ୍ୟରେ ଯୁଦ୍ଧ ଲଗାଇବାକୁ ଇଚ୍ଛୁକ —Desirous of fomenting or bringing about a battle.