Jump to content

ବିଜିତ

ଉଇକିଅଭିଧାନ‌ରୁ

ବିଜିତ

ଉଚ୍ଚାରଣ

[ସମ୍ପାଦନା]
(ବିଜିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ—(ବି+ଜିତ)

[ସମ୍ପାଦନା]
୧. ପରାଭୂତ; ପରାଜିତ (ବ୍ୟକ୍ତି) —୧. Vanquished; defeated person.
୨. ବିଜେତାଦ୍ୱାରା ଅଧିକୃତ (ପ୍ରଦେଶ) — ୨. Conquered (country)