Jump to content

ବିଜିତାତ୍ମା

ଉଇକିଅଭିଧାନ‌ରୁ

ବିଜିତାତ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହ; ବିଜିତ+ଆତ୍ମନ୍; ୧ମା. ୧ବ)

[ସମ୍ପାଦନା]

ଯେ ଆପଣାର ଚିତ୍ତବୃତ୍ତିକୁ ଜୟ କରିଅଛି —One who has controlled passiopns; self-sub-dued.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶିବ (ହିନ୍ଦୀ - ଶ) —Ṡiba.