Jump to content

ବିଜିବା

ଉଇକିଅଭିଧାନ‌ରୁ

ବିଜିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ)

[ସମ୍ପାଦନା]

ବିଞ୍ଚିବା; ବାୟୁକୁ ପଙ୍ଖା ପ୍ରଭୃତିଦ୍ୱାରା ଆଲୋଡ଼ିତ କରିବା —To fan

[ ଉ—ପକ୍ଷବାତେ ଯହିଁ ବିଜନ୍ତି ବିଜନେ ପକ୍ଷଘାତେ ଚମଚଟ ରାଧାନାଥ. ପାର୍ବତୀ ]