ବିଜୁକ୍
ଦେଖଣା
ବିଜୁକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - [ ହିଦୀତୁ ଅନୁକୃତ; ସଂସ୍କୃତ - ବୀଜକ= ସୂଚି (ହିନ୍ଦୀ - ଶ.)
[ସମ୍ପାଦନା]- ୧. ବିଚକ; ରେଳ ବା ଜାହାଜରେ କୌଣସି ଦ୍ରବ୍ୟ ଦୁରସ୍ଥ ବ୍ୟକ୍ତିଙ୍କଠାକୁ ପ୍ରେରଣ କରିବା ଲୋକକୁ ଯେଉଁ ସାର୍ଟିଫିକେଟ୍ ବା ଟିକଟ୍ ମିଳେ ଓ ଯେଉଁ ଟିକଟ୍ ଦେଖାଇ ଗ୍ରାହକ ଉକ୍ତ ମାଲକୁ ରେଳ ବା ଜାହାଜର ଅଧ୍ୟକ୍ଷଙ୍କଠାରୁ ନାଏ —୧. A bill of lading
- ୨. ଟିକଟ — ୨. Ticket; lable.
- ୩. ପଣ୍ୟଦ୍ରବ୍ୟମାନ ଦୂରସ୍ଥ ବ୍ୟକ୍ତିଙ୍କ ନିକଟକୁ ଡାକରେ, ରେଳରେ ବା ଜାହାଜରେ ପ୍ରେରଣ କରିବା ବ୍ୟକ୍ତିଙ୍କଠାକୁ ଉକ୍ତ ଦ୍ରବ୍ୟାଦିର ପ୍ରେରକ ଯେଉଁ ତାଲିକା ପଠାନ୍ତି —Invoice.