ବିଜୁଳି ବତି
ଦେଖଣା
ବିଜୁଳି ବତି
ଉଚ୍ଚାରଣ
[ସମ୍ପାଦନା](ବିଜୁଳି ଆଲୁଅ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବିଜୁଳି ବତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଦ୍ୟୁତ୍+ବର୍ତ୍ତୀ)
[ସମ୍ପାଦନା]- ୧. କୃତ୍ରିମ ଉପାୟରେ ଉତ୍ପାଦିକ ତଡ଼ିତ୍ ଶକ୍ତିରେ ପ୍ରଜ୍ୱାଳିତ ଆଲୋକମୟ ପ୍ରଦୀପ; ବୈଦ୍ୟୁତିକ ଆଲୋକ — ୧. Electric light.
- ୨. ଟର୍ଚ୍ଚ ଲାଇଟ — ୨. Electric torchlight.