ବିଜୃମ୍ଭିତି
ଦେଖଣା
ବିଜୃମ୍ଭିତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ଜୃମ୍ଭ ଧାତୁ+କର୍ମ ତ)
[ସମ୍ପାଦନା]- ୧. ବିସ୍ତାରିତ — ୧. Expanded; opened; extended.
- ୨. ବ୍ୟାପ୍ତ —୨. Permeated; diffused.
- ୩. ବିକସିତ —୩. Manifested.
[ ଉ—ବାମାକେ ବିଜୃମ୍ଭିତ ହୋଇ ବସେ ଭଞ୍ଜ. ବୈଦେହୀଶବିଳାସ ]
- ୪. ବିଳସିତ —୪. Displayed; sportive.
ସଂସ୍କୃତ - ବିଶେଷ୍ୟ - (+ଭାବ ତ)
[ସମ୍ପାଦନା]ବିଜୃମ୍ଭଣ; ହାଇ ମାରିବା —Yawning.