Jump to content

ବିଜୃମ୍ଭ ମାଣ

ଉଇକିଅଭିଧାନ‌ରୁ

ବିଜୃମ୍ଭ ମାଣ

ଉଚ୍ଚାରଣ

[ସମ୍ପାଦନା]
(ବିଜୃମ୍ଭ ମାଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଜୃମ୍ଭ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଯେ ହାର ମାରୁଅଛି —୧. Yawning.
୨. ପ୍ରକାଶମାନ —୨. Manifest.