ବିଜେ
ବିଜୟ (ଦେଖ) - —Bijaya (See)
[ଉ—ଶ୍ରୀକୃଷ୍ଣ ନିଜ କାର୍ଯ୍ୟ ଲାଭେ, ନିଜ ଭୁବନେ ବିଜେ ଯେବେ ଜଗନ୍ନାଥ. ଭାଗବତା ]