Jump to content

ବିଜେତା

ଉଇକିଅଭିଧାନ‌ରୁ

ବିଜେତା

ଉଚ୍ଚାରଣ

[ସମ୍ପାଦନା]
(ବିଜେତ୍ରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଜି ଧାତୁ+କର୍ତ୍ତୃ ତୃ; ବିଜେତୃ ଶବ୍ଦ୧ମା. ୧ବ.)

[ସମ୍ପାଦନା]

ବିଜୟୀ; ଜୟୀ —Victorious; triumphant.