Jump to content

ବିଜେ କରେଇବା

ଉଇକିଅଭିଧାନ‌ରୁ

ବିଜେ କରେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରାଜା ବା ଦେବମୂର୍ତ୍ତିଙ୍କୁ ଏକ— ସ୍ଥାନର ଆଣି ଅନ୍ୟ ସ୍ଥାନରେ ଉରସ୍ଥିତ କରାଇବା — ୧. To cause Raja or a Deity to come to a place or move from a place.
୨. ବସାଇବା —୨. To cause to sit.

[ ଉ—ବିଚିତ୍ର ମଣ୍ଡପେ ଥୋଇଲେ, ମୁନିଙ୍କ ବିଜେ କରାଇଲେ ଭୂପତି. ପ୍ରେମପଞ୍ଚାମୃତ ]

[ ଦ୍ର—ନିର୍ଜୀବ ଦେବ ମୂର୍ତ୍ତିମାନଙ୍କ ଅନ୍ୟ ସେବକମାନେ ବିଜେ କରାଇବ ଆବଶ୍ୟକ ହୁଏ ସଜୀବ ରାଜାଙ୍କୁ ମଧ୍ୟ ଜଣେ ସେବକ ଆଗରେ ଚାଲି ବାଟକଢ଼ାଇ (ପହଣ୍ଡି ମଣାଇ) ନ ନେଲେ ଅର୍ଥାତ୍ ବିଜେ ନ କରାଇଲେ ସେମାନେ ସ୍ଥାନାନ୍ତରକୁ ଯାଆନ୍ତି ନାହିଁ ]