Jump to content

ବିଜୋଡ଼

ଉଇକିଅଭିଧାନ‌ରୁ

ବିଜୋଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବି+ଯୁଗ୍ମ)

[ସମ୍ପାଦନା]
୧. ଜୋଡ଼ା ବା ଦ୍ୱନ୍ଦ ମଧ୍ୟରୁ ଗୋଟିଏ ଶୂନ୍ୟ ବା ଅନ୍ତର୍ହିତ ହୋଇଥିବା — ୧. Shorn of one of a pair.
୨. ଅଯୁଗ୍ମ (ସଂଖ୍ୟା); ବିଷମ —୨. Odd (number).
୩. ପରସ୍ପର ସହିତ ମିଳୁ ନ ଥିବା —୩. Not tallying with each other.